ପ୍ରଥମ ଦିନିକିଆ: ଶ୍ରୀଲଙ୍କା ବିପକ୍ଷରେ ୭ ୱିକେଟରେ ବିଜୟୀ ହେଲା ଭାରତ

ଶିଖର ଧୱନ, ଈଷନ କିଷନଙ୍କ ଅର୍ଦ୍ଧଶତକ କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ … Continue reading ପ୍ରଥମ ଦିନିକିଆ: ଶ୍ରୀଲଙ୍କା ବିପକ୍ଷରେ ୭ ୱିକେଟରେ ବିଜୟୀ ହେଲା ଭାରତ